ସ୍ପୋର୍ଟସ୍
ଗ୍ରେଟ୍ କ୍ରିକେଟର,କେବେ ଫିଙ୍ଗି ନାହାନ୍ତି ଓ୍ୱାଇଡ୍ କି ନୋ-ବଲ୍
ଅନିଶ୍ଚିତତାର ଖେଳ କ୍ରିକେଟ୍। ଗୋଟିଏ ଓ୍ୱାଇଡ୍,ନୋ-ବଲ୍, ଭୁଲ୍ ସର୍ଟ ଖେଳିବା କିମ୍ବା ମିସ୍ ଫିଲ୍ଡିଂ ମ୍ୟାଚର ମୋଡ଼ ବଦଳାଇ ଦିଏ। କୁହାଯାଏ ନୋ-ବଲ୍ ଏବଂ ଓ୍ୱାଇଡ୍ ଫିଙ୍ଗିବା କ୍ରିକେଟରେ ଅପରାଧ। କାରଣ ଏଥିପାଇଁ ଅତିରିକ୍ତ ରନ୍ ମିଳେ,ତା’ସହ ବୋଲର ଆଉ ଗୋଟିଏ ବଲ୍ ଫିଙ୍ଗିଥାଏ।… Read More