Browsing Tag

BJP

DAMA-ROUT
ନ୍ୟୁଜ୍

BJPରେ ଦାମ:ଜଗତସିଂହପୁର ଲୁଣି ପାଣିରେ ଫୁଟିବ କି ପଦ୍ମ?

By On March 14, 2019

ପାରାଦୀପ ବିଧାୟକ ଦାମଦୋର ରାଉତ ଆଜି(ଗୁରୁବାର) ବିଜେପିରେ ମିଶିଛନ୍ତି।ରାଜ୍ୟର ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ଦାମ ରାଉତଙ୍କ ମିଶ୍ରଣ ପର୍ବ ଦିଲ୍ଲୀ ଅଫିସରେ ଅନୁଷ୍ଠିତ ହୋଇଛି।“ବିଜୁ ପଟ୍ଟନାୟକ ତାଙ୍କୁ ରାଜନୀତିକୁ ଆଣିଥିଲେ। କିନ୍ତୁ ତାଙ୍କ ପୁଅ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କ ପ୍ରକୃତିର ବିପରୀତ।… Read More

BIJU YUBA VAHINI
ନ୍ୟୁଜ୍

ବିଜୁ ଯୁବବାହିନୀର ଫାଇଦା ପାଇବ କି BJD? TISSA ନେଇଥିଲା ନନ୍ଦିନୀଙ୍କ ଚୌକି

By On March 11, 2019

ବିଜୁ ଯୁବବାହିନୀ ଅଡୁଆ କଲାଣି ବିଜୁ ଜନତା ଦଳକୁ। ହାଇକୋର୍ଟ ଓକିଲଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ବିଜୁ ଯୁବବାହିନୀର ସଭ୍ୟମାନେ ଗୁଣ୍ଡାଗର୍ଦ୍ଦି କରିଥିଲେ ବୋଲି ଅଭିଯୋଗ ହୋଇଥିଲା।ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ରାୟଗଡ଼ାରେ ଆକ୍ରମଣ ଘଟଣାରେ ମଧ୍ୟ ବିଜୁ ଯୁବ ବାହିନୀକୁ ବହୁ ସମାଲୋଚନା… Read More

BIJU-Baijayant
ନ୍ୟୁଜ୍

ବିଜୁ ପରିବାର ସହ ୪୮ବର୍ଷ ରହିଥିବା କେନ୍ଦ୍ରାପଡ଼ାକୁ ମିଳିବ କି କେନ୍ଦ୍ର କ୍ୟାବିନେଟରେ ସ୍ଥାନ?

By On March 5, 2019

ଓଡ଼ିଶାରେ ଅଣକଂଗ୍ରେସର ଗଡ଼ କେନ୍ଦ୍ରାପଡ଼ା।୧୯୫୨ର ପ୍ରଥମ ଲୋକସଭା ନିର୍ବାଚନ ସମୟରୁ ଜାତୀୟ ରାଜନୀତିରେ ଚର୍ଚ୍ଚିତ ସ୍ଥାନ କେନ୍ଦ୍ରପଡ଼ା।କାରଣ କେନ୍ଦ୍ରାପଡ଼ାର ପ୍ରଥମ ସାଂସଦ ନିତ୍ୟାନନ୍ଦ କାନୁନଗୋ, ନେହରୁଙ୍କ ପ୍ରଥମ କ୍ୟାବିନେଟରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏବେ ବୈଜୟନ୍ତ ପଣ୍ଡା… Read More

BJD-BJP-Alliance
ନ୍ୟୁଜ୍

VVPATରୁ ବାହାରିବ‘ମେଣ୍ଟ ଗଣିତ’ର ଭାଗଫଳ:ନବୀନଙ୍କ ସହଯୋଗରେ ସରକାର ଗଢ଼ିପାରନ୍ତି ମୋଦି!

By On February 28, 2019

ପାକିସ୍ତାନର ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାଯୁସେନାର ଆକ୍ରମଣ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇଛି।ଯାହାର ଝଲକ ଆଗାମୀ ନିର୍ବାଚନରେ ନିଶ୍ଚିତ ଦେଖିବାକୁ ମିଳିବ। ତଥାପି ଲୋକସଭା ନିର୍ବାଚନ ଆଗରୁ ଏନଡିଏ’ର ସହଯୋଗୀଙ୍କୁ ମନାଇବାରେ ବିଜେପି ସଫଳ ହେଲା ପରି… Read More

KIRTI AZAD
ନ୍ୟୁଜ୍

କ୍ରିକେଟ ଅଲରାଉଣ୍ଡର କିର୍ତ୍ତୀ,ବିଜେପି ଛାଡି ବାପାଙ୍କ ଦଳ କଂଗ୍ରେସରେ ମିଶିଲେ

By On February 18, 2019

ବିଜେପିରୁ ନିଲମ୍ବିତ ହୋଇଥିବା ସାଂସଦ କିର୍ତ୍ତୀ ଝା ଆଜାଦ କଂଗ୍ରେସରେ ମିଶିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଦଳରେ ସାମିଲି ହୋଇଛନ୍ତି କିର୍ତ୍ତୀ ଆଜାଦ।ବିହାରର ଦରଭଙ୍ଗା ଆସନରୁ ସାଂସଦ ଥିବା କିର୍ତ୍ତୀ,୨୩ଡିସେମ୍ବର ୨୦୧୫ରେ ବିଜେପିରୁ ନିଲମ୍ବିତ ହୋଇଥିଲେ। ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ୍(ଡିଡିସିଏ)ର… Read More

RAHUL GANDHI
ନ୍ୟୁଜ୍

ରାହୁଲଙ୍କ ଭାଷଣ D-କୋଡେଡ୍:ବିଧାନସଭାରେ BJDକୁ ଲୋକସଭାରେ BJPକୁ ଜିତାଅ

By On January 25, 2019

୩ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇ କଂଗ୍ରେସ ଛାଡ଼ି ଚାଲି ଗଲେଣି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସ ଦଳକୁ ବାଏ ବାଏ କରି, BJDର ସଂଗଠନ ମଜଭୁତ କରିବାରେ ଲାଗିଛନ୍ତି। ଝାରସୁଗୁଡ଼ା ଓ ଗଞ୍ଜାମ କଂଗ୍ରେସ ମୁକ୍ତ ହେଲା ପରି ଲାଗୁଛି।… Read More

Samadurata & Naveen
Uncategorized

କେନ୍ଦ୍ର ଅବହେଳାକୁ ଟାର୍ଗେଟ;କିନ୍ତୁ ମୋଦି ବିରୋଧିଙ୍କ ସହ ହାତ ମିଳାଇବାକୁ ନବୀନ ନାରାଜ

By On January 9, 2019

ଭୁବନେଶ୍ୱର: ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ ଗତକାଲି(ମଙ୍ଗଳବାର) ଦିଲ୍ଲୀରେ ବିଜେଡି ବକ୍ଷୋଭ କଲା। ବିମୁଦ୍ରୀକରଣ ଏବଂ ଜିଏସଟିରେ କେନ୍ଦ୍ର ସରକାରଙ୍କୁ ଖୋଲା ସମର୍ଥନ ଦେଇଥିବା ବିଜେଡି, ମୋଦି ସରକାରଙ୍କ ବିରୋଧରେ ଦିଲ୍ଲୀରେ ପ୍ରଥମ ବିକ୍ଷୋଭ କଲା। ଆଶା କରାଯାଉଥିଲା କେନ୍ଦ୍ର ସରକାରଙ୍କ ନୀତି… Read More