Browsing Category

ପଲିଟିକ୍ସ

ନ୍ୟୁଜ୍

ଟଙ୍କା ଚିନ୍ତା:ମନ୍ତ୍ରୀଙ୍କୁ CMଙ୍କ ନିର୍ଦ୍ଦେଶ,ଅଚାନକ ଗସ୍ତ କରି ଲୋକଙ୍କ ସହ କଥା ହୁଅ

By On July 11, 2019

ମନ୍ତ୍ରୀମାନଙ୍କୁ ବିଭିନ୍ନ ଅଞ୍ଚଳକୁ ଯଥେଷ୍ଟ ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ଗୋପନୀୟତା ବଜାୟ ରଖି ଅଚାନକ ଗସ୍ତ କଲେ ସରକାରୀ କାର୍ଯ୍ୟ ତରାନ୍ୱିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଗସ୍ତ ଯେତେ ଅଧିକ କରିବ ନିଜ ବିଭାଗୀୟ କାର୍ଯ୍ୟର ସଫଳତା ସହଜରେ ଜାଣିହେବ।ଗସ୍ତବେଳେ ଲୋକଙ୍କୁ ଭେଟିବା… Read More

ନ୍ୟୁଜ୍

ବିଜୟଙ୍କୁ’ସାନ ବିଜୁ’କହି ବିଧାୟକ କରାଇଥିଲେ ବିଜୁ ପଟ୍ଟନାୟକ

By On July 7, 2019

ଫୋକସରେ ଏବେ ପାଟକୁରା ନିର୍ବାଚନ।ଯଦିଓ ଏହି ନିର୍ବାଚନର ହାର-ଜିତ ବିଜେଡି ସରକାରର ସ୍ଥାୟିତ୍ୱକୁ ପ୍ରଭାବିତ କରିବ ନାହିଁ।କିନ୍ତୁ ପାଟକୁରା ଫଳାଫଳରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସ୍ୱାର୍ଥ।କାରଣ ନବୀନଙ୍କ ଘୋର ବିରୋଧି ବିଜୟ ମହାପାତ୍ର ପାଟକୁରାରୁ ବିଜେପି ଟିକେଟରୁ ଲଢୁଛନ୍ତି।ସେଥିପାଇଁ ଜୁଲାଇ ୨୦ରେ… Read More

ନ୍ୟୁଜ୍

ରାହୁଲଙ୍କ ଇସ୍ତଫା:୨୧ବର୍ଷ ପରେ ସୋନିଆଙ୍କ କଣ୍ଟ୍ରୋଲରୁ ଯିବ କଂଗ୍ରେସ!

By On July 3, 2019

କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା।ହାଇଭୋଲେଟଜ୍ ଇସ୍ତଫା ଡ୍ରାମାର ଅନ୍ତଃ ହୋଇଛି ରାହୁଲଙ୍କ ଟ୍ୱିଟରରେ। ଲୋକସଭା ନିର୍ବାଚନରେ ଦଳର ପରାଜୟ ଲାଗି ନିଜକୁ ଦାୟୀ କରି,ରାହୁଲ ଇସ୍ତଫା ଦେଇଛନ୍ତି। ନୈତିକତା ଦୃଷ୍ଟିରୁ ଅଧ୍ୟକ୍ଷ ପଦରୁ ସେ ରିଜାଇନ୍ କରୁଛନ୍ତି ବୋଲି ରାହୁଲ ନିଜ… Read More

ନ୍ୟୁଜ୍

ନିର୍ବାଚନ ବେଳେ Game Changer ‘କାଳିଆ’ପରି ଯୋଜନାର,ଘୋଷଣା ହେବ ବ୍ୟାନ୍!

By On July 2, 2019

ନିର୍ବାଚନ ପୂର୍ବରୁ ଯୋଜନା ଘୋଷଣା କରି,ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦେବା ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ।ନିର୍ବାଚନ ଆଗରୁ ଲୋଭନୀୟ ଯୋଜନାରେ ଟଙ୍କା ପ୍ରଦାନ କରିବା ଅସାମ୍ବିଧାନିକ ଏବଂ ଅସୁସ୍ଥ ନିର୍ବାଚନ ପରମ୍ପରା।ନିର୍ବାଚନ ସମୟରେ ସରକାର ଯେପରି ଲୋଭନୀୟ ଯୋଜନା… Read More

ନ୍ୟୁଜ୍

ପୂର୍ବତନ PMଙ୍କୁ ଓଡ଼ିଆ ବୋହୂଙ୍କ ଜବାବ-‘ଆପଣ ସର୍ବସାଧାରଣରେ କାହିଁକି ଦେଉଛନ୍ତି ଭାଷଣ’

By On July 2, 2019

ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିବା ୨୦୧୮ ଜୁଲାଇ ୧୪ରେ ଓଡ଼ିଶା ଭାଗ୍ୟରେ ଜୁଟିଲା।ଶିଳ୍ପୀଗୁରୁ ରଘୁନାଥ ମହାପାତ୍ର ଓ ନୃତ୍ୟାଙ୍ଗନା ସୋନାଲ ମାନସିଂଙ୍କୁ ନରେନ୍ଦ୍ର ମୋଦି ସରକାର ରାଜ୍ୟସଭାକୁ ନେଲେ।ରଘୁନାଥ ମହାପାତ୍ରଙ୍କ କୌଣସି ରାଜନୈତିକ ପୃଷ୍ଠଭୂମି ନଥିଲା,କିନ୍ତୁ ସୋନାଲ ମାନସିଂ ଆସିଥିଲେ… Read More

ନ୍ୟୁଜ୍

ବାଜପେୟୀଙ୍କ ପାଇଁ ସଫ୍ଟ:ମନମୋହନଙ୍କ ବେଳକୁ ନିୟମ କଡାକଡି

By On June 26, 2019

ମୋଦିଙ୍କ ଆର୍ଥିକ ନୀତିକୁ ସମାଲୋଚନା କରୁଥିବା ମନମୋହନ ସିଂ,ନିଜ ଗଡଫାଦର ନରସିଂହ ରାଓଙ୍କ ନିଷ୍ପତ୍ତିରେ ଫସିଛନ୍ତି।ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମିଳୁଥିବା ସରକାରୀ ସୁବିଧା ସୁଯୋଗର ହୋଇଛି କାଣ୍ଟଛାଣ୍ଟ।ପ୍ରଚଳିତ ପ୍ରଥାରେ ପୂର୍ଣ୍ଣଛେଦ ପକାଇଛନ୍ତି ନରେନ୍ଦ୍ର ମୋଦି ସରକାର। ମନମୋହନ ସିଂଙ୍କ ଅନୁରୋଧକୁ ପ୍ରତ୍ୟାଖାନ କରିଛନ୍ତି… Read More

ନ୍ୟୁଜ୍

ମହାରଥୀ-ଜଗଦ୍ଦେବଙ୍କ ପରି ବାବୁଙ୍କୁ ବାଡେଇ BJDବିଧାୟକ ଗିରଫ

By On June 24, 2019

ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଜେଡି ବିଧାୟକ ସରୋଜ ମେହେର ଗିରଫ।ପାଟଣାଗଡ ବିଧାୟକ ସରୋଜଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ।ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଦୁର୍ବ୍ୟବହାର ମାମଲାରେ ଗିରଫ ହୋଇଛନ୍ତି ବିଧାୟକ।ରାସ୍ତାକାମକୁ ନେଇ ବିଧାୟକ ସରୋଜ,ଯନ୍ତ୍ରୀଙ୍କୁ ରୋଡରେ ଉଠବସ୍ କରାଇଥିଲେ।ସେହି ଭିଜୁଆଲ… Read More