ବିପଦରେ ବନ୍ୟଯନ୍ତୁ। ଓଡିଶାରେ ଧିରେଧିରେ ବାଘଙ୍କ ସଂଖ୍ୟା ହ୍ରାସ ପାଉଛି। ବ୍ୟାଘ୍ର ସଂରକ୍ଷଣ ପାଇଁ ଦିନେ ସାରା ବିଶ୍ୱରେ ଉଦାହରଣ ପାଲଟିଥିବା ଶିମିଳିପାଳରେ ଆଶ୍ଚର୍ଯ୍ୟଜନକ ଭାବେ ବାଘ ସଂଖ୍ୟା ହ୍ରାସ ପାଇ ୨୮ରେ ସୀମିତ ରହିବା ସମସ୍ତଙ୍କୁ ଚକିତ କରିଛି।…
ଶ୍ରୀମନ୍ଦିର ଚାରି ପାଖେ ଚାଲିଥିବା ନିର୍ମାଣ କାର୍ଯ୍ୟର ବୈଧତା ସଂପର୍କରେ କୌଣସି ରାୟ ଦେବାକୁ ହାଇକୋର୍ଟ ଅସମର୍ଥ ହୋଇଛନ୍ତି।କୋର୍ଟଙ୍କ ନିକଟରେ ଜବାବ ଦାଖଲ କରିବାରେ ଓଡ଼ିଶା ସରକାର ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା(ଏଏସଆଇ) ବିଫଳ ହୋଇଛନ୍ତି। ଫଳରେ ଶ୍ରୀମନ୍ଦିର ପରିକ୍ରମା…
ଇଂରେଜ ଶାସନ ସମୟରେ ଜାତିପ୍ରୀତି ପାଇଁ ସଂଗ୍ରାମ କରି ଅନେକ ମହାପୁରୁଷ ନିଜର ପ୍ରାଣବଳୀ ଦେଇଛନ୍ତି।ଓଡ଼ିଶାରେ ମୁଣ୍ଡ ଟେକିଥିବା ଆନ୍ଦୋଳନ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ମିଳିଛି। ୧୮୧୭ ମସିହାର ସୀପାହି ବିଦ୍ରୋହକୁ ଦେଶର ପ୍ରଥମ ସଂଗ୍ରାମ କହୁଥିବା…
ତାଜମହଲକୁ ପ୍ରେମର ପ୍ରତୀକ ଓ ପୃଥିବୀର ସପ୍ତମ ଆଶ୍ଚର୍ଯ୍ୟ ଭାବରେ ବିବେଚନା କରାଯାଏl ଏହା ସହିତ ତାଜମହଲକୁ ଇସଲାମିକ କଳାର ରତ୍ନ ମଧ୍ୟ କୁହାଯାଏ, କାରଣ ଏହାକୁ ତିଆରି କରିବାରେ କରାଯାଇଥିବା କାର୍ଯ୍ୟ ସମଗ୍ର ବିଶ୍ୱରୁ ଲୋକଙ୍କୁ ଆକର୍ଷିତ କରିଥାଏl…
ହିନ୍ଦୀ ସିନେମା ‘ଦ-କାଶ୍ମୀର-ଫାଇଲସ୍’କୁ ସଫଳତା ମିଳିବା ପରେ ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ନିଜର ଆଗାମୀ ଫିଲ୍ମର ନାଁ ଘୋଷଣା କରିଛନ୍ତି। ସେହି ଚଳଚ୍ଚିତ୍ରର ନାଁ ରହିଛି ‘ଦିଲ୍ଲୀ ଫାଇଲସ୍’। ୧୯୮୪ରେ ଦିଲ୍ଲୀ ଦଙ୍ଗାରେ ଶିଖମାନଙ୍କୁ ହତ୍ୟା ଏବଂ ଅମାନୁଷିକ…
ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଲୋକାର୍ପିତ:ନେହରୁଙ୍କ ସହ ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ଅବଦାନ ଜାଣିବେ ଯୁବପିଢୀ
ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ଲୋକାର୍ପିତ ହୋଇଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ। ଦେଶ ବିକାଶରେ ୧୫ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଉପରେ ତଥ୍ୟ ଏବଂ ସେମାନଙ୍କ ଦ୍ୱାରା ବ୍ୟବହୃତ ସାମଗ୍ରୀ ପ୍ରଦର୍ଶିତ ହୋଇଛି। ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଫଟୋଚିତ୍ର…
ଆଜି ହେଉଛି ଭାରତର ସମ୍ବିଧାନ ପ୍ରଣେତା ଡ. ଭୀମ ରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ।୧୮୯୧ ଏପ୍ରିଲ୧୪ ରେ ମଧ୍ୟପ୍ରଦେଶର ମହୁ ଠାରେ ସେ ଜନ୍ମଗ୍ରହଣ କରିଥିଲେ। ରାମଜୀ ମାଲୋଜୀ ସକପାଲ ଏବଂ ଭୀମାବାଇଙ୍କ ସୁଯୋଗ୍ୟ ସନ୍ତାନ ଥିଲେ ଭୀମରାଓ ଆମ୍ବେଦକର। ଆଧୁନିକ…